Wq/or/ରୁଢ଼ି ପ୍ରୟୋଗ/ତୁଳନାତ୍ମକ
Appearance
୧.ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରିବା
- ଅର୍ଥ: ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରୁଥାଏ ।
୨.ଓଷଦ ରାଗରେ ତାଟିଆ କାମୁଡ଼ିବା
- ଅର୍ଥ: ପ୍ରକୃତ ଲୋକ ବିରୋଧରେ କିଛି ନକରି ପାରି ଅନ୍ୟ ଉପରେ ଦାଉ ସାଧିବା ।
୩.କାଣି ବିରାଡ କୁଜି ଅସରପା ଉପରେ ରଜା
- ଅର୍ଥ: ଅଧିକ ଦୁର୍ବଳ ଉପରେ ପ୍ରଭୁପଣ ଦେଖାଇବା।
୪. କୁକୁର ପରି ଧାଇଁବା
- ଉଦାହରଣ : ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି।
୫. ଖୁଣ୍ଟଟା ପରି ଠିଆହେବା
- ଉଦାହରଣ : ବସିବାକୁ କହିଲି, ନବସି ଖୁଣ୍ଟଟାପରି ଠିଆ ହୋଇ ରହିଲୁ କାହିଁକି?