Wq/or/ରୁଢ଼ି ପ୍ରୟୋଗ/ତୁଳନାତ୍ମକ

From Wikimedia Incubator

୧.ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରିବା

ଅର୍ଥ: ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରୁଥାଏ ।

୨.ଓଷଦ ରାଗରେ ତାଟିଆ କାମୁଡ଼ିବା

ଅର୍ଥ: ପ୍ରକୃତ ଲୋକ ବିରୋଧରେ କିଛି ନକରି ପାରି ଅନ୍ୟ ଉପରେ ଦାଉ ସାଧିବା ।

୩.କାଣି ବିରାଡ କୁଜି ଅସରପା ଉପରେ ରଜା

ଅର୍ଥ: ଅଧିକ ଦୁର୍ବଳ ଉପରେ ପ୍ରଭୁପଣ ଦେଖାଇବା।

୪. କୁକୁର ପରି ଧାଇଁବା

ଉଦାହରଣ : ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି।

୫. ଖୁଣ୍ଟଟା ପରି ଠିଆହେବା

ଉଦାହରଣ : ବସିବାକୁ କହିଲି, ନବସି ଖୁଣ୍ଟଟାପରି ଠିଆ ହୋଇ ରହିଲୁ କାହିଁକି?