Wq/or/ରୁଢ଼ି ପ୍ରୟୋଗ/କ୍ରିୟାଯୁକ୍ତ

From Wikimedia Incubator
Wq > or > ରୁଢ଼ି ପ୍ରୟୋଗ > କ୍ରିୟାଯୁକ୍ତ
  1. ଅଖା ଧୋଉଥିବୁ ଗୁଣ ଗାଉଥିବୁ
    ଅନ୍ୟ ଠାରୁ ପାନେ ପାଇ ତାକୁ ମନେ ପକେଇବା
    ବାକ୍ୟ ଗଠନ/ଉଦାହରଣ: ପର ଦ୍ରବ୍ୟପ୍ରତି ଆଖିଦେବା ଠିକ୍‌ ନୁହେଁ ।
  2. ଅଗିରାକୁ ବାଇଗଣ ଫୋପାଡ଼ିବା
    ଅନିଶ୍ଚିତତା ମଧ୍ୟରେ ଗତି କରିବା
    ବାକ୍ୟ ଗଠନ/ଉଦାହରଣ: କୌଣସି କଥାକୁ ଭଲ ଭାବେ ନ ଭାବି କରିବା ଫଳରେ ଅଗିରାକୁ ବାଇଗଣ ଫୋପାଡିବା ସ୍ଥିତି ଦେଖାଯାଏ ।
  3. ଅଜାଗା ଘା ଦେଖେଇ ହୁଏନାହିଁ କି ଦେଖି ହୁଏନାହିଁ
    ଆପଣା ଲୋକର କୁକର୍ମ ସହି ହୁଏନାହିଁ କି କହି ହୁଏନାହିଁ
    ବାକ୍ୟ ଗଠନ/ଉଦାହରଣ: ମଧୁବାବୁ ତାଙ୍କ ପୁଅର କୁକର୍ମ ପାଇଁ ଅଜାଗା ଘା ଦେଖେଇ ହୁଏନାହିଁ କି ଦେଖି ହୁଏନାହିଁ ପରିସ୍ଥିତିରେ ଅଛନ୍ତି ।
  4. ଅଠାକାଠିରେ ପଡିବା
    ଭୀଷଣ ଅସୁବିଧାରେ ପଡିବା
    ବାକ୍ୟ ଗଠନ/ଉଦାହରଣ: ଶ୍ୟାମ ଆଜି ଅଠାକାଠିରେ ପଡିଯାଇଛି ।
  5. ଆଗତ ଚଢ଼େଇକୁ ବେସର ବଟା
    ସମାର୍ଥବୋଧକ: ନଈ ନଦେଖୁଣୁ ଲଙ୍ଗଳା! (ଘଟଣା ନ ଘଟୁଣୁ ତୁଛା ଆଗତୁରା ସଜାଗ ହୋଇପଡ଼ିବା) ।