Wq/or/ନୀତିକଥା/ମହାଭାରତ ବାଣୀ

From Wikimedia Incubator
Wq > or > ନୀତିକଥା > ମହାଭାରତ ବାଣୀ
  1. ଅଇଁଠା କାକ ଜିଁଇଲି ବିଚାରି ।
    ରହିଲା ସେ ସ୍ଥାନରେ ଦେହଶ୍ରାନ୍ତି ମାରି ॥
    -କୃଷ୍ଣସିଂହ . ସାରଳା ମହାଭାରତ, କର୍ଣ୍ଣ
  2. ହାଣ୍ଡିଆ, ଚଣ୍ଡାଳିଆ, ଅମ୍ବିକା, ଖାଙ୍କେରି
    ଉଲୁଙ୍କା ରାକ୍ଷସ ଶଙ୍ଖାଳିଆ, କ୍ଷେତ୍ରପାଳି
    ଏହି ପିଶାଚମାନଙ୍କୁ ଅଇଁଠାଚଣ୍ଡ ବୋଲି ।
    ଆଦି ପର୍ବ . ସାରଳା ମହାଭାରତ