Wq/or/ନୀତିକଥା/ଭାଗବତ ବାଣୀ

From Wikimedia Incubator
Wq > or > ନୀତିକଥା > ଭାଗବତ ବାଣୀ
  1. ଆପଣା କଳା କର୍ମମାନ
    ବେଳୁଁ ହୋଇବ ସାବଧାନ ॥
  2. ପ୍ରାଣୀଙ୍କ ଭଲ ମନ୍ଦ ବାଣୀ
    ମରଣ କାଳେ ତାହା ଜାଣି ॥
  3. ଯାହାକୁ ରଖିବେ ଅନନ୍ତ
    କି କରିପାରେ ବଳବନ୍ତ ॥
  4. ମନ ତୋହର ନିଜ ଗୁରୁ,
    ଉଦ୍ଧବ କେତେ ତୁ ପଚାରୁ ॥
  5. ଅର୍ଥ ସଞ୍ଚନ୍ତି ଯେତେ ନର,
    କେବଳ ଶ୍ରମ ତାହାଙ୍କର,
    ଅର୍ଥେ ନ ପାଇ କାମ ମୋକ୍ଷ,
    ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ ।
  6. ଧନ ଅର୍ଜନେ ଧର୍ମ କରି
    ଧର୍ମେ ପ୍ରାପତ ନରହରି ॥
  7. କାଳର କ୍ରୀଡ଼ା ଏ ଜଗତ,
    କାଳକୁ କେବା ସାମରଥ ॥