Wq/or/ଡାହୁକ ଗୀତ

From Wikimedia Incubator
< Wq‎ | or
Wq > or > ଡାହୁକ ଗୀତ

ଡାହୁକ ଗୀତ ଓଡ଼ିଆ ଭାଷାରେ ଲିଖିତ ପୁରାତନ ରଚନା । ଏହା ମୁଖ୍ୟତ ସାନ୍ଧ୍ୟ ଭାଷାରେ ରଚିତ ଓ ରଥ ଯାତ୍ରା ବେଳେ ଏହା ଡାହୁକ ମାନଙ୍କ ଦେଇ ରଥ ଉପରେ ବୋଲାଯାଇଥାଏ ।

ଉଦାହରଣ[edit | edit source]

Oriya English (transliteration)
ମାରି ଶାଶୁ ନଣନ୍ଦ ଘରେ ଶାଳୀ māri sāsu naṇanda gharē sāḷi
ମାଅ ମାରିଆ କାହ୍ନୁ ଭଇଲ କବାଳୀ māa māriā kāhnu bhaila kabāḷi
Oriya English (transliteration)
ହୋ ଭଗତେ! ହୋ.. hō bhagatē hō
କାଳୀ ଗୋରୀ ଦିହେଁ ଗାଧୋଇ ଗଲେ, kāḷī gōrī dihē gādhōi galē
ଗଛରୁ ଖସିଲା ଡାଳ, gacharu khasilā ḍāḷa
କାଳୀ କହୁଛି ଗୋରିଲୋ kāḷī kahuchi gōrilō
ତୋ ବିଆରେ ନାହିଁ ବାଳ ॥ tō biārē nāhi bāḷa
Oriya English (transliteration)
ହୋ ଭଗତେ! ହୋ.. hō bhagatē hō
ହାଡୁ ପା କହିଲେ ବାଇ ଏଥର, hāḍu pā kahilē bāi ēthara
ଯୋନି ଦରଶନ ସୁଖ ଅପାର । jōni daraśana sukha apāra
ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି, bhagarē bājilē liṅgara muṇḍi
ତିନିଧାର ନାଳ ନିଅଇ ତେଣ୍ଡି । tinidhāra nāḷa niai tēṇḍi
ଛ ଗଣ୍ଠି ଭେଦାଇ ସେ ନାଳ ଯେବେ, cha gaṇṭhi bhēdāi sē nāḷa jēbē
ରମଣ କରିବୁ ଭକତ ତେବେ ॥ ramaṇa karibu bhakata tēbē

[1]

ଆଧାର[edit | edit source]

  1. Asit Mohanty. ରଥେ ଭଣ୍ଡ ଡାକ ଡାକଇ ଡାହୁକହେ ଭଗତେ ହୋ. The Sunday Indian (In Oriya). July 20, 2011