Jump to content

Wq/or/କବିତା/ ସନ୍ଥ କବୀର/ ୮: ଏହି ଘଟରେ ବାଗ ବଗିଚା

From Wikimedia Incubator
Wq > or > କବିତା > ସନ୍ଥ କବୀର > ୮: ଏହି ଘଟରେ ବାଗ ବଗିଚା

ଏହି ଘଟରେ ବାଗ ବଗିଚା [1]

[edit | edit source]

(is ghat antar bâg bagîce)

ମାଟିର ଏହି ପିଣ୍ଡ ମଧ୍ୟରେ ବଗିଚା କୁଞ୍ଜ ସଂସ୍ଥିତ,
ସ୍ରଷ୍ଟା ବି ଉପସ୍ଥିତ,

ଏହି ପିଣ୍ଡରେ ସାତ ସମୁଦ୍ର ତାରକା ଅଗଣିତ,
ଗହଣା ଅଛି, ବଣିଆ ଅଛି, କଷଟି ଉପସ୍ଥିତ,

ପିଣ୍ଡରେ ବାଜେ ଅନନ୍ତ ବାଦ୍ୟ, ଝରଣା ଉଚ୍ଛ୍ଵସିତ,
କବୀର କହେ ଶୁଣ ମୋ ସାଥୀ, ପ୍ରଭୂ ଭିତରେ ସ୍ଥାପିତ ।


ଆଧାର

[edit | edit source]
  1. http://en.wikisource.org/wiki/One_Hundred_Poems_by_Kabir