Wq/or/କବିତା/ ସନ୍ଥ କବୀର/ ୪: ଯାଅନି ପୁଷ୍ପ ବାଟିକା ବନ୍ଧୁ
Appearance
ଯାଅନି ପୁଷ୍ପ ବାଟିକା ବନ୍ଧୁ [1]
[edit | edit source](bâgo nâ jâ re nâ jâ)
ଯାଅନି ପୁଷ୍ପ ବାଟିକା ବନ୍ଧୁ, ଯାଅ ନାହିଁ ସେହି ସ୍ଥାନ,
ନିଜ ଦେହ ହିଁ ପୁଷ୍ପ ବାଟିକା, କର ସେଠାକୁ ଗମନ ।
ଶତ ଦଳର ସହସ୍ର ଦଳ ଉପରେ ଉପବେଶନ,
ଅନିର୍ବଚନୀୟ ସୌନ୍ଦର୍ଯ୍ୟ ତାର କର ତୁ ଅବଲୋକନ ।