Wq/or/କବିତା/ ସନ୍ଥ କବୀର/୬୨: ପତି ଯୁଇରେ
Appearance
ପ୍ରତି ଯୁଇରେ [1]
[edit | edit source]ପ୍ରତି ଯୁଇରେ ଝାସ ଦେବାକୁ କିଏ ବା ଶିଖେଇ ଦିଏ,
ପ୍ରେମରେ ତ୍ୟାଗ ଦେଇ ଆଶିଷ ପାଇବା କିଏ ଶିଖାଏ ।
ପ୍ରତି ଯୁଇରେ ଝାସ ଦେବାକୁ କିଏ ବା ଶିଖେଇ ଦିଏ,
ପ୍ରେମରେ ତ୍ୟାଗ ଦେଇ ଆଶିଷ ପାଇବା କିଏ ଶିଖାଏ ।