Wq/or/କବିତା/ ସନ୍ଥ କବୀର/୫୫: ଭକ୍ତିର ପଥ କଷ୍ଟ ଅପାର

From Wikimedia Incubator
ସନ୍ଥ କବୀର > ୫୫: ଭକ୍ତିର ପଥ କଷ୍ଟ ଅପାର

ଭକ୍ତିର ପଥ କଷ୍ଟ ଅପାର [1][edit | edit source]

ଭକ୍ତିର ପଥ କଷ୍ଟ ଅପାର,
ସେଠାରେ ନାହିଁ ପ୍ରଶ୍ନ ଉତ୍ତର ।

ନିଜତ୍ତ୍ବ ପ୍ରଭୁ ପାଦେ ଅର୍ପଣ,
ଖୋଜିବା ସୁଖେ ହୁଏ ନିମଗ୍ନ ।

ଭକ୍ତିରେ ବୁଡେ ମତ୍ସ୍ୟ ସମାନ,
ପ୍ରଭୁ କର୍ତ୍ତବ୍ୟେ ସ୍ଵଶୀର ଦାନ ।

ଭକ୍ତ ଏଥିରେ ହେଳା ନ କରେ,
କବୀର ଏହା କହେ ଗୁପ୍ତରେ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir