Jump to content

Wq/or/କବିତା/ ସନ୍ଥ କବୀର/୫୨: ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ

From Wikimedia Incubator
Wq > or > କବିତା > ସନ୍ଥ କବୀର > ୫୨: ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ

ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ [1]

[edit | edit source]

ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ, ହୃଦୟ ହୁଏ ଦୁଃଖ ଆପ୍ଲୁତ,
ଦିନରେ ମୋତେ ଲାଗେନି ଶାନ୍ତି, ରାତିରେ ମୋତେ ହୁଏନି ନିଦ,
କା ଆଗେ କହିବି ଦୁଃଖ ସମସ୍ତ,
ଘନ ଅନ୍ଧାର ହୋଇଛି ରାତି, ସମୟ ଶୀଘ୍ର ହେଉଛି ଗତ,
ଯେଣୁ ମୋ ପ୍ରଭୁ ଅନୁପସ୍ଥିତ, ଲାଗଇ ଡର ପ୍ରତି ମୁହୂର୍ତ୍ତ ।
କବୀର କହେ ପ୍ରିୟ ମୋହର, ତାଙ୍କ ସାକ୍ଷାତ ବିନା ପାଏନି,,
ହୃଦ ସନ୍ତୋଷ କେଉଁ କାର୍ଯ୍ୟର ।

ଆଧାର

[edit | edit source]
  1. http://en.wikisource.org/wiki/One_Hundred_Poems_by_Kabir