Wq/or/କବିତା/ ସନ୍ଥ କବୀର/୫୧: ହେ ମୋର ସଖା

From Wikimedia Incubator
ସନ୍ଥ କବୀର > ୫୧: ହେ ମୋର ସଖା

ହେ ମୋର ସଖା [1][edit | edit source]

ହେ ମୋର ସଖା ଭେଟ ପ୍ରତୀକ୍ଷା କରିଛି ମୋ ପ୍ରେମୀ ସଙ୍ଗେ,
ପୁଷ୍ପିତ ଯୁବା ଛାତିରେ ମୋର ବିରହ ଜ୍ଵାଳା ଲାଗେ ।

ଉଦ୍ଦେଶ୍ୟହୀନ ଘୁରି ବୁଲୁଛି, ମୁଁ ଏହି ଜ୍ଞାନ ଗଳିରେ,
କିନ୍ତୁ ମିଳିଛି ତାଙ୍କ ଖବର ବୁଲୁ ବୁଲୁ ଏ ଗଳିରେ ।

ଚିଠି ମିଳିଛି ମୋ ପ୍ରିୟ ଠାରୁ, ଲେଖା ଅଛି ଯେ ଖବର,
ପାଟିରେ ଧରି ହେବନି କିନ୍ତୁ. ମୃତ୍ୟୁ ଭୟ ହେଲା ଦୂର,
କବୀର କହେ ପାଇଗଲି ମୁଁ ମୃତ୍ୟୁହୀନ ଉପହାର

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir