Wq/or/କବିତା/ ସନ୍ଥ କବୀର/୪୪: ଚୋରା ପତାକା
ଚୋରା ପତାକା [1]
[edit | edit source]ଚୋରା ପତାକା ହୋଇଛି ଟଣା ନଭ-ମନ୍ଦିର ଉପରେ,
ନୀଳ ଚାନ୍ଦୁଆ ଚନ୍ଦ୍ର ଖଚିତ ମଣି ଦାଉ ଦାଉ କରେ ।
ସୂର୍ଯ୍ୟ ଚନ୍ଦ୍ରମା ଜ୍ୟୋତି ଦର୍ଶନେ ନିର୍ବାକ ମାନସ ହୁଏ,
ଏହି ମଧୁର ଦୃଶ୍ୟ ପାନରେ ମନ ବାୟା ଭଳି ହୁଏ ।
ଚୋରା ପତାକା ହୋଇଛି ଟଣା ନଭ-ମନ୍ଦିର ଉପରେ,
ନୀଳ ଚାନ୍ଦୁଆ ଚନ୍ଦ୍ର ଖଚିତ ମଣି ଦାଉ ଦାଉ କରେ ।
ସୂର୍ଯ୍ୟ ଚନ୍ଦ୍ରମା ଜ୍ୟୋତି ଦର୍ଶନେ ନିର୍ବାକ ମାନସ ହୁଏ,
ଏହି ମଧୁର ଦୃଶ୍ୟ ପାନରେ ମନ ବାୟା ଭଳି ହୁଏ ।