Wq/or/କବିତା/ ସନ୍ଥ କବୀର/୩୯: ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର
Appearance
ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର [1]
[edit | edit source]ହେ ସାଧୁ ଶୁଣ ଏହି ଶରୀର, ମହାପ୍ରଭୁଙ୍କ ବାଦ୍ୟ ଯନ୍ତର
ଟାଣ କରିଲେ ତାହାର ତାର, ବ୍ରହ୍ମା ଝଙ୍କାର ହୁଏ ବାହାର
ଯଦିଚ କଟେ ତାହାର ତାର, ଢିଲା ଯଦିଚ ତାର ତାହାର
ମାଟିରେ ଗଢା ଏ ବାଦ୍ୟ ଯନ୍ତ୍ର, ମାଟିରେ ମିଶିବା ହୁଅଇ ସାର
କବୀର କହେ ନ ଥିଲେ ସେହି, ଝଙ୍କାର ତୋଳି ନ ପାରେ କେହି ।