Wq/or/କବିତା/ ସନ୍ଥ କବୀର/୩୧: ଗୋଟିଏ କ୍ଷତ କଷ୍ଟ ଦେଉଛି
Appearance
ଗୋଟିଏ କ୍ଷତ କଷ୍ଟ ଦେଉଛି [1]
[edit | edit source]nis` din sâlai ghâw
ଗୋଟିଏ କ୍ଷତ କଷ୍ଟ ଦେଉଛି ଅନବରତ, ରାତିରେ ପାରୁନି ଶୋଇ,
ସ୍ଵାମୀ ସଙ୍ଗରେ ସାକ୍ଷାତ ଇଚ୍ଛା, ଲାଗୁନି ସୁଖ, ପିତାଙ୍କ ଗୃହରେ ରହି ।
ଆକାଶ ପଥ ଅଛି ଉନ୍ନୁକ୍ତ, ଦିଶେ ମନ୍ଦିର, ସ୍ଵାମୀଙ୍କ ସାକ୍ଷାତକାର,
ତାଙ୍କ ପାଦରେ ବାଢିବି ଅର୍ଘ୍ୟ, ଅର୍ପଣ କରି ଶରୀର ମାନସ ମୋର ।