Wq/or/କବିତା/ ସନ୍ଥ କବୀର/୨୮: ସଗୁଣ ନାଚୁଛି
Appearance
ସଗୁଣ ନାଚୁଛି [1]
[edit | edit source]nirgun âge sargun nâcai
ସଗୁଣ ନାଚୁଛି ନିର୍ଗୁଣାଗରେ,
ତୁମେ ଓ ମୁଁ ଏକ ଆକାରେ,
ଏହି ତୁରୀଟି ଘୋଷଣା କରେ,
ଗୁରୁ ନୁଅନ୍ତି ଶିଷ୍ୟ ଆଗରେ,
ଆଶ୍ଚର୍ଯ୍ୟ ଏହାଠାରୁ କାହିଁରେ ।
nirgun âge sargun nâcai
ସଗୁଣ ନାଚୁଛି ନିର୍ଗୁଣାଗରେ,
ତୁମେ ଓ ମୁଁ ଏକ ଆକାରେ,
ଏହି ତୁରୀଟି ଘୋଷଣା କରେ,
ଗୁରୁ ନୁଅନ୍ତି ଶିଷ୍ୟ ଆଗରେ,
ଆଶ୍ଚର୍ଯ୍ୟ ଏହାଠାରୁ କାହିଁରେ ।