Wq/or/କବିତା/ ସନ୍ଥ କବୀର/୧୯: ପରମାତ୍ମା ଗୁରୁ ବିରାଜମାନ
ପରମାତ୍ମା ଗୁରୁ ବିରାଜମାନ [1]
[edit | edit source]ଉଠ ହେ ଉଠ, ହେ ମୋର ପ୍ରାଣ, ପରମ ଗୁରୁ ବିରାଜମାନ,
ପ୍ରଭୁ ପାଦକୁ କର ଗମନ, ମସ୍ତକ ପାଶେ ଦଣ୍ଡାୟମାନ,
ପ୍ରଭାତ ହେଲ କିମ୍ପା ଜାଗୁନ? ଯୁଗ ଯୁଗ ଧରି ଏ କି ଶୟନ ?
ଉଠ ହେ ଉଠ, ହେ ମୋର ପ୍ରାଣ, ପରମ ଗୁରୁ ବିରାଜମାନ,
ପ୍ରଭୁ ପାଦକୁ କର ଗମନ, ମସ୍ତକ ପାଶେ ଦଣ୍ଡାୟମାନ,
ପ୍ରଭାତ ହେଲ କିମ୍ପା ଜାଗୁନ? ଯୁଗ ଯୁଗ ଧରି ଏ କି ଶୟନ ?