Wq/or/କବିତା/ ସନ୍ଥ କବୀର/୧୯: ପରମାତ୍ମା ଗୁରୁ ବିରାଜମାନ

From Wikimedia Incubator
ସନ୍ଥ କବୀର > ୧୯: ପରମାତ୍ମା ଗୁରୁ ବିରାଜମାନ

ପରମାତ୍ମା ଗୁରୁ ବିରାଜମାନ [1][edit | edit source]

ଉଠ ହେ ଉଠ, ହେ ମୋର ପ୍ରାଣ, ପରମ ଗୁରୁ ବିରାଜମାନ,
ପ୍ରଭୁ ପାଦକୁ କର ଗମନ, ମସ୍ତକ ପାଶେ ଦଣ୍ଡାୟମାନ,
ପ୍ରଭାତ ହେଲ କିମ୍ପା ଜାଗୁନ? ଯୁଗ ଯୁଗ ଧରି ଏ କି ଶୟନ ?

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir