Jump to content

Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଆଜି ମୋ ଠାରୁ ଦୂର ଦୁନିଆ

From Wikimedia Incubator
Wq > or > କବିତା > ହରିବଂଶ ରାଏ ବଚ୍ଚନ > କବିତା: ଆଜି ମୋ ଠାରୁ ଦୂର ଦୁନିଆ

ଆଜି ମୋ ଠାରୁ ଦୂର ଦୁନିଆ [1]

[edit | edit source]

ଭାବନା ରାଜ୍ୟରେ ବିନିର୍ମିତ
କଳ୍ପନା ରାଜ୍ୟରେ ସୁସଜ୍ଜିତ
ହୃଦୟ ସ୍ଵପ୍ନ ଖଣ୍ଡ ବିଖଣ୍ଡ କଲା ଦୂନିଆ
ଆଜି ମୋ ଠାରୁ ଦୂର ଦୁନିଆ

ପିଛିଲା କଥା ଭୁଲି ତୁ ଯାଅ
ଅନ୍ୟ ନଗରୀ ବସେଇ ଦିଅ
ପ୍ରେମୀଙ୍କ ପ୍ରତି କୃର କାହିଁକି ହାଏ ଦୂନିଆ
ଆଜି ମୋ ଠାରୁ ଦୂର ଦୁନିଆ

ଏହି ଧୀଶକ୍ତି ମୁଁ କି ଜାଣିଛି
ହୃଦୟ ମୋର ଜଳି ଯାଉଛି
ଚିତାର ଭସ୍ମ ରଖି ମାଗୁଛି ସିନ୍ଦୁର ଧରା
ଆଜି ମୋ ଠାରୁ ଦୂର ଦୁନିଆ

ଆଧାର

[edit | edit source]
  1. https://web.archive.org/web/20121120145514/http://geeta-kavita.com/hindi_sahitya.asp?id=488