Wq/or/କବିତା/ସନ୍ଥ କବୀର/ ୯୭: କହ କଅଣ ମୁଁ କହିବି ଭାଇ

From Wikimedia Incubator
< Wq‎ | or

କହ କଅଣ ମୁଁ କହିବି ଭାଇ[1][edit | edit source]

କହ କଅଣ ମୁଁ କହିବି ଭାଇ,
କହିଲେ କଥାର ତତ୍ତ୍ଵ ନମଇ ।
କହିଲେ କଥା ବଢେ ବିକାର,
ନ କହିଲେ କି ହେବ ବିଚାର ?
ସନ୍ଥ ମିଳିଲେ କାହା କିଛି ତୁ,
ଅସନ୍ଥ ସାଥେ ଚୁପ ରହ ତୁ ।
ଜ୍ଞାନୀଙ୍କ କଥା ହିତ କରାଏ,
ମୂର୍ଖଙ୍କ କଥା ବ୍ୟର୍ଥ ହିଁ ଯାଏ ।
ଅପୂର୍ଣ ଘଡ଼ା କରେ ଶବଦ,
ପୂର୍ଣ୍ଣ ଘଡ଼ାଟି ରହେ ନିଶବ୍ଦ ।

ଆଧାର[edit | edit source]

  1. http://www.detoxifynow.com/kabir-songs.htm