Wq/or/କବିତା/ସନ୍ଥ କବୀର/ ୧୦୨:ରଙ୍ଗ ମିସ୍ତ୍ରୀ
Appearance
ରଙ୍ଗ ମିସ୍ତ୍ରୀ [1]
[edit | edit source]ମାଲିକ ମୋର ରଙ୍ଗର ମିସ୍ତ୍ରୀ, ଓଢଣିରେ ମୋର ଭରିଲେ ରଙ୍ଗ,
ସ୍ୟାହି ରଙ୍ଗକୁ ଉତାରି ଦେଇ ଭରିଦେଲେ ସେ ପ୍ରେମର ରଙ୍ଗ ।
ଭାବନା କୁଣ୍ଡରେ ସ୍ନେହର ଜଳ, ସେଥିରେ ଭରିଲେ ପ୍ରେମର ରଙ୍ଗ,
ଦେହର ଦୁଃଖ ମଇଳା ଯେତେ, ବିଦା କରି କଲେ ସୁନ୍ଦର ରଙ୍ଗ ।
ଆଧାର