Wq/or/କବିତା/ସନ୍ଥ କବୀର/୯୯: ଦୃଷ୍ଟି
Appearance
ଦୃଷ୍ଟି[1]
[edit | edit source]ଚକ୍ଷୁରେ ତୁମ ଛାଇ ପଡିଲେ ପଲକ ପକେଇ ଦେବି,
ଆଉ କାହାକୁ ଦେଖିବିନି ମୁଁ, ନା ତୁମକୁ ଦେଖେଇ ଦେବି ।
କବୀର, ସୁନ୍ଥା ସିନ୍ଦୁର ସ୍ଥାନେ କଜ୍ଜ୍ଵଳ ଲଗାଏ ନାହିଁ,
ଆଖିରେ ପ୍ରଭୁ ରହିଲେ ଥରେ ଅନ୍ୟ ପାଇଁ ଜାଗା କାହିଁ ।
ନାହିଁ ବିଶ୍ବାସ, ଗଭୀର ପ୍ରେମ, ଶରୀରରେ ନାହିଁ ଢଙ୍ଗ,
କେବେ ମିଳିବେ ଅଜଣା ମୋତେ, କେବେ ଲାଗିବ ରଙ୍ଗ ।