Wq/or/କବିତା/ସନ୍ଥ କବୀର/୯୯: ଦୃଷ୍ଟି

From Wikimedia Incubator
< Wq‎ | or

ଦୃଷ୍ଟି[1][edit | edit source]

ଚକ୍ଷୁରେ ତୁମ ଛାଇ ପଡିଲେ ପଲକ ପକେଇ ଦେବି,
ଆଉ କାହାକୁ ଦେଖିବିନି ମୁଁ, ନା ତୁମକୁ ଦେଖେଇ ଦେବି ।
କବୀର, ସୁନ୍ଥା ସିନ୍ଦୁର ସ୍ଥାନେ କଜ୍ଜ୍ଵଳ ଲଗାଏ ନାହିଁ,
ଆଖିରେ ପ୍ରଭୁ ରହିଲେ ଥରେ ଅନ୍ୟ ପାଇଁ ଜାଗା କାହିଁ ।
ନାହିଁ ବିଶ୍ବାସ, ଗଭୀର ପ୍ରେମ, ଶରୀରରେ ନାହିଁ ଢଙ୍ଗ,
କେବେ ମିଳିବେ ଅଜଣା ମୋତେ, କେବେ ଲାଗିବ ରଙ୍ଗ ।

ଆଧାର[edit | edit source]

  1. http://www.detoxifynow.com/kabir-songs.htm