Wq/or/କବିତା/ସନ୍ଥ କବୀର/୧୨:ହଂସ କହ ତୋ ଗତ କାହାଣୀ
Appearance
ହଂସ କହ ତୋ ଗତ କାହାଣୀ [1]
[edit | edit source](hamsâ, kaho purâtan vât)
ହଂସ ଆସିଛୁ କେଉଁ ସ୍ଥାନରୁ, ଉଡିଯିବୁ କେଉଁ କୂଳ,
ବିଶ୍ରାମ ନେବୁ କେଉଁ ସ୍ଥାନରେ, ଖୋଜୁଅଛୁ କେଉଁ ସ୍ଥଳ ।
ଏହି ସକାଳୁ ଜାଗ୍ରତ ହୋଇ କର ମୋ ଅନୁଧାବନ,
ଯିବା ଯେଉଁଠି ଦ୍ଵିଧା ନା ଦୁଃଖ, ନାହିଁ ମୃତ୍ୟୁ ଭୟମାନ ।
ବସନ୍ତ ବନ ସୁଗନ୍ଧ ପୁଷ୍ପ, ମହାତ୍ମ୍ୟ ବହେ ପବନ,
ମଧୁମକ୍ଷି-ମନ ହୁଏ ନିମଗ୍ନ୍, ଅନ୍ୟ ସୁଖେ ନାହିଁ ମନ ।