Wq/or/କବିତା/ ସନ୍ଥ କବୀର/୪୪: ଚୋରା ପତାକା

From Wikimedia Incubator
ସନ୍ଥ କବୀର > ୪୪: ଚୋରା ପତାକା

ଚୋରା ପତାକା [1][edit | edit source]

ଚୋରା ପତାକା ହୋଇଛି ଟଣା ନଭ-ମନ୍ଦିର ଉପରେ,
ନୀଳ ଚାନ୍ଦୁଆ ଚନ୍ଦ୍ର ଖଚିତ ମଣି ଦାଉ ଦାଉ କରେ ।

ସୂର୍ଯ୍ୟ ଚନ୍ଦ୍ରମା ଜ୍ୟୋତି ଦର୍ଶନେ ନିର୍ବାକ ମାନସ ହୁଏ,
ଏହି ମଧୁର ଦୃଶ୍ୟ ପାନରେ ମନ ବାୟା ଭଳି ହୁଏ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir