Wq/or/କବିତା/ ସନ୍ଥ କବୀର/୩୯: ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର

From Wikimedia Incubator
ସନ୍ଥ କବୀର > ୩୯: ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର

ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର [1][edit | edit source]

ହେ ସାଧୁ ଶୁଣ ଏହି ଶରୀର, ମହାପ୍ରଭୁଙ୍କ ବାଦ୍ୟ ଯନ୍ତର
ଟାଣ କରିଲେ ତାହାର ତାର, ବ୍ରହ୍ମା ଝଙ୍କାର ହୁଏ ବାହାର
ଯଦିଚ କଟେ ତାହାର ତାର, ଢିଲା ଯଦିଚ ତାର ତାହାର
ମାଟିରେ ଗଢା ଏ ବାଦ୍ୟ ଯନ୍ତ୍ର, ମାଟିରେ ମିଶିବା ହୁଅଇ ସାର
କବୀର କହେ ନ ଥିଲେ ସେହି, ଝଙ୍କାର ତୋଳି ନ ପାରେ କେହି ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir