Wq/or/କବିତା/ସନ୍ଥ କବୀର/୧୮:ମଧ୍ୟ ଆକାଶେ
Appearance
(Redirected from Wq/or/କବିତା/ ସନ୍ଥ କବୀର/୧୮: ମଧ୍ୟ ଆକାଶେ)
ମଧ୍ୟ ଆକାଶେ [1]
[edit | edit source](maddh âkas' âp jahân baithe)
ଆକାଶ ମଧ୍ୟେ ପରମ ଆତ୍ମା, ଯେଉଁ ସ୍ଥାନରେ କରନ୍ତି ବାସ,
ସେହି ସ୍ଥାନକୁ ଉଜ୍ଜ୍ଵଳ କରେ ଆଲୋକ ଗୀତି ପରିପ୍ରକାଶ ।
ଯେଉଁ ସ୍ଥାନରେ ସଫେଦ ବାଦ୍ୟ, ପବିତ୍ର ଭାବରେ ପ୍ରଷ୍ଫୁଟିତ,
ସେ ସ୍ଥାନେ ତାଙ୍କ ଲୋମ ତେଜରେ, ଅସଂଖ୍ୟ ସୂର୍ଯ୍ୟ ଚନ୍ଦ୍ର ସମାପ୍ତ ।
ଏକ ନଗରୀ ଅଛି ସେ କୂଳେ, ଯେଉଁଠି ମହୁ ବରଷା ହୁଏ,
ବର୍ଷି ଚାଲିଛି ଅନନ୍ତ ଯୁଗ, ସମାପ୍ତ କେବେ ଦେଖା ନ ଯାଏ,
କବୀର, ଆସ ଧରମ ଦାସ, ଦେଖ ପ୍ରଭୁଙ୍କ ଏ ଦରବାର ।