Wq/or/ଲୋକବାଣୀ/ଦନାଇ ବଚନ

From Wikimedia Incubator
Wq > or > ଲୋକବାଣୀ > ଦନାଇ ବଚନ
  1. ପୂଜା କଲାବେଳେ ନବଜାଇ ଘଣ୍ଟି
    ବୋଲେ ଦନାଇ ଚିପ ୟାଙ୍କ ତଣ୍ଟି ।
  2. ଗ୍ରହଣ ପରାଗ ଶିବ ଦର୍ଶନେ
    ଗୃହପ୍ରବେଶ ଆଉ କନ୍ୟାଦାନରେ
    ଯାହାର ପେଟେ ଅନ୍ନ ରହଇ
    ଦନାଈ ବୋଲେ ସେ ପ୍ରାଣୀ ନର୍କେ ଯାଇ ।