Wq/or/କବିତା/ ସନ୍ଥ କବୀର/ ୪: ଯାଅନି ପୁଷ୍ପ ବାଟିକା ବନ୍ଧୁ

From Wikimedia Incubator

ଯାଅନି ପୁଷ୍ପ ବାଟିକା ବନ୍ଧୁ [1][edit | edit source]

(bâgo nâ jâ re nâ jâ)

ଯାଅନି ପୁଷ୍ପ ବାଟିକା ବନ୍ଧୁ, ଯାଅ ନାହିଁ ସେହି ସ୍ଥାନ,
ନିଜ ଦେହ ହିଁ ପୁଷ୍ପ ବାଟିକା, କର ସେଠାକୁ ଗମନ ।

ଶତ ଦଳର ସହସ୍ର ଦଳ ଉପରେ ଉପବେଶନ,
ଅନିର୍ବଚନୀୟ ସୌନ୍ଦର୍ଯ୍ୟ ତାର କର ତୁ ଅବଲୋକନ ।


ଆଧାର[edit | edit source]

  1. https://web.archive.org/web/20121105124929/http://www.readbookonline.net/readOnLine/5326/