Wq/or/କବିତା/ ସନ୍ଥ କବୀର/୩୧: ଗୋଟିଏ କ୍ଷତ କଷ୍ଟ ଦେଉଛି

From Wikimedia Incubator
(Redirected from Wq/or/କବିତା/ ସନ୍ଥ କବୀର/କବିତା:୩୧)
ସନ୍ଥ କବୀର > ୩୧: ଗୋଟିଏ କ୍ଷତ କଷ୍ଟ ଦେଉଛି

ଗୋଟିଏ କ୍ଷତ କଷ୍ଟ ଦେଉଛି [1][edit | edit source]

nis` din sâlai ghâw
ଗୋଟିଏ କ୍ଷତ କଷ୍ଟ ଦେଉଛି ଅନବରତ, ରାତିରେ ପାରୁନି ଶୋଇ,
ସ୍ଵାମୀ ସଙ୍ଗରେ ସାକ୍ଷାତ ଇଚ୍ଛା, ଲାଗୁନି ସୁଖ, ପିତାଙ୍କ ଗୃହରେ ରହି ।

ଆକାଶ ପଥ ଅଛି ଉନ୍ନୁକ୍ତ, ଦିଶେ ମନ୍ଦିର, ସ୍ଵାମୀଙ୍କ ସାକ୍ଷାତକାର,
ତାଙ୍କ ପାଦରେ ବାଢିବି ଅର୍ଘ୍ୟ, ଅର୍ପଣ କରି ଶରୀର ମାନସ ମୋର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir