Wq/or/କବିତା/ ସନ୍ଥ କବୀର/୨୮: ସଗୁଣ ନାଚୁଛି

From Wikimedia Incubator

ସଗୁଣ ନାଚୁଛି [1][edit | edit source]

nirgun âge sargun nâcai

ସଗୁଣ ନାଚୁଛି ନିର୍ଗୁଣାଗରେ,
ତୁମେ ଓ ମୁଁ ଏକ ଆକାରେ,
ଏହି ତୁରୀଟି ଘୋଷଣା କରେ,
ଗୁରୁ ନୁଅନ୍ତି ଶିଷ୍ୟ ଆଗରେ,
ଆଶ୍ଚର୍ଯ୍ୟ ଏହାଠାରୁ କାହିଁରେ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir