Wq/or/ମନବୋଧ ଚଉତିଶା

From Wikimedia Incubator
< Wq‎ | or
Wq > or > ମନବୋଧ ଚଉତିଶା

୧. କହଇ ମନ ଆରେ ମୋ ବୋଲ କର,
କଳା ଶ୍ରୀମୁଖ ବାରେ ଦେଖିବା ଚାଲ
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,
କି ଘେନି ଯିବୁ ତୋର ଛୁଟିଲେ ଘଟରେ ॥ ୧ ॥
୨. ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,
ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି
ଖଟ ପଲଙ୍କେ ମନ ଶେଯାଇ ଶୋଉ,
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ ॥ ୨ ॥