Wq/or/ବଳଦେବ ରଥ ରଚନା

From Wikimedia Incubator
< Wq‎ | or
Wq > or > ବଳଦେବ ରଥ ରଚନା
  1. ବରଜୀବ ରସେ ଦେଇ ମାନସ
ବରଜି ବରଷେ ଆମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରାଜ ଲଗାଇ
ଗ୍ରାମ ଶୂକରୀ କି ହୋଇବ ଗାଈ