Wq/or/କବିତା/ ସନ୍ଥ କବୀର/୮୦: ସତ୍ ନାମ ଏକ ନିଆରା ନାମ

From Wikimedia Incubator
ସନ୍ଥ କବୀର > ୮୦: ସତ୍ ନାମ ଏକ ନିଆରା ନାମ

ସତ୍ ନାମ ଏକ ନିଆରା ନାମ [1][edit | edit source]

ସଗୁଣ ପାର୍ଥକ୍ୟ ନିର୍ଗୁଣ ଠାରୁ କେବଳ ଏକ ଅକ୍ଷର,
ନିର୍ଗୁଣ ଯଦି ମଞ୍ଜି ତାହେଲେ ସଗୁଣ ଫୁଲ ଓ ଫଳ,
ଜ୍ଞାନ ହିଁ ଶାଖା, ନାମ ତା ମୂଳ,
ଲକ୍ଷ କର ମୂଳ କେଉଁଠି ଅଛି, ତାହା ସମୀପେ ଅଛି ତୋ ସୁଖ,
ମୂଳ ତୁମକୁ ବାଟ ଦେଖାଏ ଯିବାକୁ ଶାଖା, ପତ୍ର, ପୁଷ୍ପ ଓ ଫଳ,
ଏହା ତୁମର ସାକ୍ଷାତକାର, ଆଶିଷ ଗ୍ରହଣ,
ସଗୁଣ ଏବଂ ନିର୍ଗୁଣଙ୍କର ଅପୂର୍ବ ମିଳନ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir