Wq/or/କବିତା/ ସନ୍ଥ କବୀର/୭୨: ସମସ୍ତେ ହୀରା ଖୋଜୁ ଅଛନ୍ତି

From Wikimedia Incubator
ସନ୍ଥ କବୀର > ୭୨: ସମସ୍ତେ ହୀରା ଖୋଜୁ ଅଛନ୍ତି

ସମସ୍ତେ ହୀରା ଖୋଜୁ ଅଛନ୍ତି [1][edit | edit source]

ସମସ୍ତେ ହୀରା ଖୋଜୁ ଅଛନ୍ତି, ପାଇ ହାରିଲୁ କର୍ଦ୍ଦମ ମଧ୍ୟେ,
ପୂର୍ବରେ କେହି, ପଶ୍ଚିମେ କେହି, ଖୋଜନ୍ତି ଜଳ ଓ ପ୍ରସ୍ତର ମଧ୍ୟେ,
କବୀର ଜାଣି ପ୍ରକୃତ ମୁଲ୍ୟ, ଯତ୍ନେ ରଖିଛି ହୃଦୟ ମଧ୍ୟେ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir