Wq/or/କବିତା/ ସନ୍ଥ କବୀର/୫୯: ନିଜ ପ୍ରଭୁଙ୍କୁ ଜାଣିନ ଯଦି

From Wikimedia Incubator
ସନ୍ଥ କବୀର > ୫୯: ନିଜ ପ୍ରଭୁଙ୍କୁ ଜାଣିନ ଯଦି

ନିଜ ପ୍ରଭୁଙ୍କୁ ଜାଣିନ ଯଦି [1][edit | edit source]

ନିଜ ପ୍ରଭୁଙ୍କୁ ଜାଣିନ ଯଦି,
ଆହେ ମାନବ ଗର୍ବ କାହିଁକି ?

ତୁମ ଚାତୁରି ରଖ ଦୂରରେ,
ଶବ୍ଦରେ କେବେ ନୁହଁ ଯୁକ୍ତରେ ।

ରଖି ତୁ ସାକ୍ଷୀ ଧର୍ମ ଗ୍ରନ୍ଥକୁ,
କେବେ ଠକନି ତୁହି ନିଜକୁ ।

ପ୍ରେମ ଅନ୍ତର ସେ ଜାଣିପାରେ,
ସତ୍ ମନରେ ଯେ ଖୋଜିପାରେ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir