Wq/or/କବିତା/ ସନ୍ଥ କବୀର/୫୮: ଆହେ ମଦ୍ୟପ

From Wikimedia Incubator
ସନ୍ଥ କବୀର > ୫୮: ଆହେ ମଦ୍ୟପ

ଆହେ ମଦ୍ୟପ [1][edit | edit source]

ଆହେ ମଦ୍ୟପ, ସମାପ୍ତ କର ପିଆଲା ତୋର,
ପିଇ ଚାଲ ତୁ ସ୍ଵର୍ଗୀୟ ମଧୁ ତାଙ୍କ ନାମର ।

କବୀର କହେ, ହେ ସାଧୁ ଜନ ଶୁଣ ମୋ ଗିର,
ଦେହ ମନରେ ପୂର୍ଣ୍ଣ କେବଳ ତୀବ୍ର ଜହର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir