Wq/or/କବିତା/ ସନ୍ଥ କବୀର/୫୩: କି ବଂଶୀ ସେହି

From Wikimedia Incubator
ସନ୍ଥ କବୀର > ୫୩: କି ବଂଶୀ ସେହି

କି ବଂଶୀ ସେହି [1][edit | edit source]

କି ବଂଶୀ ସେହି ଯାହାର ତାନ କରେ ମୋତେ ରୋମାଞ୍ଚିତ;
ଶିଖା ଜଳୁଛି ବିନା ଦୀପରେ, ପଦ୍ମ ଫୁଟେ ବିନା ଚେର;
ଥୋପାକୁ ଥୋପା ଅନେକ କଳୀ ପୁଷ୍ପେ ହୁଏ ରୁପାନ୍ତର ।
ଚକୋର ରଖେ ପ୍ରେମ ବନ୍ଧନ ସାଥେ ଆକାଶର ଜହ୍ନ,
ମୟୁର ଖୋଜେ ବର୍ଷା ଫୁଆରା ମନ ଭରି ହେବ ସ୍ନାନ;
ସାରା ଜୀବନ ଉତ୍ସର୍ଗ କରି ପ୍ରେମୀ କାହା ପ୍ରେମେ ମଗ୍ନ ?

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir