Wq/or/କବିତା/ ସନ୍ଥ କବୀର/୪୮: ଅଶାନ୍ତ ମନକୁ କରିଛି ଶାନ୍ତ

From Wikimedia Incubator
ସନ୍ଥ କବୀର > ୪୮: ଅଶାନ୍ତ ମନକୁ କରିଛି ଶାନ୍ତ

ଅଶାନ୍ତ ମନକୁ କରିଛି ଶାନ୍ତ[1][edit | edit source]

ଅଶାନ୍ତ ମନକୁ କରିଛି ଶାନ୍ତ,
ହୃଦୟ ମୋର ଚମକ ପ୍ରାପ୍ତ ।

ଦେଖିଲି ତାଙ୍କୁ, ତାଙ୍କ ଆଗକୁ,
ଦର୍ଶନ କଲି ସେହି ସାଥୀଙ୍କୁ ।

କ୍ରୀତ ଦାସତ୍ତ୍ଵ ଥିଲା ମୋହର, ସେହି ଦାସତ୍ତ୍ଵ କରି ମୁଁ ଛିନ୍ନ,
ସଂକୀର୍ଣ୍ଣତାରୁ ହେଲି ବିଛିନ୍ନ ।

କବୀର କହେ,
ଅପ୍ରାପ୍ତ ସତ୍ତାକୁ ହେଲି ମୁଁ ପ୍ରାପ୍ତ,
ତାଙ୍କ ରଙ୍ଗରେ ମୁଁ ରଙ୍ଗାୟିତ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir