Wq/or/କବିତା/ ସନ୍ଥ କବୀର/୪୫: କେଉଁ ସ୍ଥାନରୁ ଆସିଛ ସାଧୁ

From Wikimedia Incubator
ସନ୍ଥ କବୀର > ୪୫: କେଉଁ ସ୍ଥାନରୁ ଆସିଛ ସାଧୁ

କେଉଁ ସ୍ଥାନରୁ ଆସିଛ ସାଧୁ [1][edit | edit source]

କେଉଁ ସ୍ଥାନରୁ ଆସିଛ ସାଧୁ, କିବା ତୁମ ପରିଚୟ,
କେଉଁ ସ୍ଥାନରେ ରହି ଖେଳନ୍ତି ସୃଷ୍ଟି ସଙ୍ଗେ ଲୀଲାମୟ ।

କାଷ୍ଠରେ ଅଗ୍ନି ଲୁଚିଥିଲେ ବି କିଏ କରେ ପ୍ରଜ୍ଜ୍ଵଳିତ,
ଅଗ୍ନିର ଶକ୍ତି ଯାଏ କୁଆଡେ ହେକେ ପାଂଶୁ ପରିଣତ ।

ସଦଗୁରୁ ଶିକ୍ଷା, ସେ ନୁହେଁ ଅସୀମ, ଅବା ସୀମା ଆବଦ୍ଧ,
କବୀର କହେ ବ୍ରହ୍ମାଙ୍କ ଭାଷା ଶ୍ରୋତାଙ୍କୁ ସର୍ବଦା ଲବ୍ଧ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir