Wq/or/କବିତା/ସନ୍ଥ କବୀର/ ୯୮: ଚକ୍ଷୁ

From Wikimedia Incubator
< Wq‎ | or

ଚକ୍ଷୁ[1][edit | edit source]

ଆଖି ତଳେ ମୋ କାଳିଆ ଦାଗ, ବାଟକୁ ତୁମ ନିରେଖି,
ଜିଭରେ ମୋର ଫୋଟକା ହେଲା, ନାମ ତୁମ ଡାକି ଡାକି ।
ବିରହ କଷ୍ଟେ ବୈରାଗୀ ଆଖି ଦିଶେ କମଣ୍ଡଳୁ ସମ,
ମାଗୁଛି ତୋର ଦର୍ଶନ ଚକ୍ଷୁ ଖୋଲା ଦିବା ରାତ୍ରି ମମ ।
ସବୁ ରାଗରେ ବାଜୁଛି ବାଜା ବିରହ ସଙ୍ଗୀତ ନିତ୍ୟ,
ଆଉ କେହି ବି ଶୁଣି ପାରେନି ତୁମର ଇଚ୍ଛା ବ୍ୟତୀତ ।

ଆଧାର[edit | edit source]

  1. http://www.detoxifynow.com/kabir-songs.htm