Wq/or/କବିତା/ସନ୍ଥ କବୀର/୧୮:ମଧ୍ୟ ଆକାଶେ

From Wikimedia Incubator
< Wq‎ | or

ମଧ୍ୟ ଆକାଶେ [1][edit | edit source]

(maddh âkas' âp jahân baithe)

ଆକାଶ ମଧ୍ୟେ ପରମ ଆତ୍ମା, ଯେଉଁ ସ୍ଥାନରେ କରନ୍ତି ବାସ,
ସେହି ସ୍ଥାନକୁ ଉଜ୍ଜ୍ଵଳ କରେ ଆଲୋକ ଗୀତି ପରିପ୍ରକାଶ ।

ଯେଉଁ ସ୍ଥାନରେ ସଫେଦ ବାଦ୍ୟ, ପବିତ୍ର ଭାବରେ ପ୍ରଷ୍ଫୁଟିତ,
ସେ ସ୍ଥାନେ ତାଙ୍କ ଲୋମ ତେଜରେ, ଅସଂଖ୍ୟ ସୂର୍ଯ୍ୟ ଚନ୍ଦ୍ର ସମାପ୍ତ ।

ଏକ ନଗରୀ ଅଛି ସେ କୂଳେ, ଯେଉଁଠି ମହୁ ବରଷା ହୁଏ,
ବର୍ଷି ଚାଲିଛି ଅନନ୍ତ ଯୁଗ, ସମାପ୍ତ କେବେ ଦେଖା ନ ଯାଏ,
କବୀର, ଆସ ଧରମ ଦାସ, ଦେଖ ପ୍ରଭୁଙ୍କ ଏ ଦରବାର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir